ଓଲା ଆରମ୍ଭ କଲା ୨ଟି ନୂଆ ଯୋଜନା : ଆମ୍ବୁଲାନ୍ସ ଓ ହୋମସର୍ଭିସ ସାମିଲ

ନୂଆଦିଲ୍ଲୀ: ବୈଦ୍ୟୁତିକ ଯାନ ନିର୍ମାତା ଓଲା ଗ୍ରାହକଙ୍କ ପାଇଁ ଏକ ନୂତନ ଗ୍ରାହକ ସଦସ୍ୟତା ଯୋଜନା ଆରମ୍ଭ କରିଛି। ଏହି ନୂତନ ସଦସ୍ୟତା ଯୋଜନାର ନାମ ହେଉଛି ଓଲା କେୟାର ସବସ୍କ୍ରିପସନ୍। ଓଲା କେୟାର ସବସ୍କ୍ରିପସନ୍ ୨ଟି ଯୋଜନା ଆରମ୍ଭ ଯେଉଁଥିରେ ଓଲା କେୟାର ଏବଂ ଓଲା କେୟାର ପ୍ଲସ ରହିଛି। ଉଭୟ ଯୋଜନାରେ ମୂଲ୍ୟରେ ପାର୍ଥକ୍ୟ ଅଛି, କିନ୍ତୁ ଉଭୟଙ୍କର ଉଦ୍ଦେଶ୍ୟ ହେଉଛି ଇଲେକ୍ଟ୍ରିକ୍ ଯାନ (ଇଭି) ର … Continue reading ଓଲା ଆରମ୍ଭ କଲା ୨ଟି ନୂଆ ଯୋଜନା : ଆମ୍ବୁଲାନ୍ସ ଓ ହୋମସର୍ଭିସ ସାମିଲ